Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Mp
Nsui
Pmmodi
Rahulgandhi
Actor
Haryana

ଧମା: ଧମା ପଂଚାୟତ ତରଫରୁ ଡଷ୍ଟ ବିନ ପ୍ରଦାନ

Dhama, Sambalpur | Jan 29, 2026
ଧମା ପଂଚାୟତ ତରଫରୁ ଡଷ୍ଟ ବିନ ପ୍ରଦାନ ଗୁରୁବାର ସକାଳେ ଧମା ଗ୍ରାମପଞ୍ଚାୟତ ତରଫରୁ ସ୍ଵଛତା ହିଁ ସେବା ଯୋଜନା ରେ ୧୫ ଟି ଡଷ୍ଟ ବିନ ବିଭିନ୍ନ ଅନୁଷ୍ଠାନ ରେ ବିତରଣ କରାଯାଇଛି, ସରପଞ୍ଚ ଲଳିତା ପଧାନ କର୍ମଚାରୀ ଙ୍କ ସହ ଯାଇ ଧମା କଲେଜ,ସରସ୍ବତୀ ଶିଶୁ ମନ୍ଦିର,ପି ଏମ ଶ୍ରୀ ମଥୁରା ପ୍ରସାଦ ହାଇ ସ୍କୂଲ,ଧମା ଡାକ୍ତରଖାନା,ଷ୍ଟେଟ ବ୍ୟାଙ୍କ,ଝଡ଼େଶ୍ୱରୀ ମନ୍ଦିର,ଧମା ଥାନା ,ଖିଣ୍ଡା ପ୍ରାଇମାରୀ ସ୍କୂଲ ତଥା ଖିଣ୍ଡା,ଧମା,ଆଇଁଲାପାଲି,ଚାରପାଲି, ନୂଆଗାଁ ଅଙ୍ଗନବାଡି ରେ ଗୋଟିଏ ଲେଖାଏଁ ଡଷ୍ଟ ବିନ ବିତରଣ କରି ସମସ୍ତ ପରିସର ଯେମିତି ସ୍ୱଚ୍ଛ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ
ଧମା: ଧମା ପଂଚାୟତ ତରଫରୁ ଡଷ୍ଟ ବିନ ପ୍ରଦାନ - Dhama News