Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଧମା: ହୁମା ଛକରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା କାର, ଲକ୍ଷାଧିକ ସାମଗ୍ରୀ ନଷ୍ଟ

Dhama, Sambalpur | Feb 15, 2026
ହୁମା ଛକରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା କାର, ଲକ୍ଷାଧିକ ସାମଗ୍ରୀ ନଷ୍ଟ ସମ୍ବଲପୁର-ସୁବର୍ଣ୍ଣପୁର ରାଜପଥ ତଥା ଧମା ଥାନା ଅନୁର୍ଗତ ହୁମା ଛକଠାରେ ରବିବାର ଅପରାହ୍ନ ଦୁଇଟାରେ ଏକ ଦୁର୍ଘଟଣା ଘଟିଛି ।ଭାରସାମ୍ୟ ହରାଇ ସମ୍ବଲପୁର ପଟରୁ ଧମା ପଟକୁ ଯାଉଥିବା ଏକ କାର ଅକ୍ଷୟ ଦାସଙ୍କ ମାଁ ଭେରାଇଟି ଷ୍ଟୋର ଭିତରକୁ ମାଡି ଯାଇଥିଲା I ଦୋକାନ ଭିତରେ ଥିବା ଲୋକଙ୍କ ଜୀବନ ପ୍ରତି ସୌଭାଗ୍ୟ ବଶତଃ କୌଣସି ବିପଦ ଘଟିନଥିବାବେଳେ ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଛି I ଦୋକାନ ମାଲିକ ଶ୍ରୀ ଦାସଙ୍କ ଲକ୍ଷାଧିକ ସାମଗ୍ରୀ ନଷ୍ଟ ସହ ଦୋକାନ ସମ୍ମୁଖରେ ଥିବା ଚାରୋଟି ବାଇକକୁ ଚାପି କାରଟି