Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଧମା: ଦଶପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଚାଳକ ମୃତ

Dhama, Sambalpur | Feb 18, 2026
ଦଶପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଚାଳକ ମୃତ ଧମା ଥାନା ଅନ୍ତର୍ଗତ ଦଶପୁର ଛକ ନିକଟରେ ଗତକାଲି ରାତି ପ୍ରାୟ ଆଠରେ ହାଇୱା ଧକ୍କାରେ ଗୁରୁତର ବାଇକ ଚାଳକଙ୍କ ବୁଧବାର ସକାଳେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ ଥାନା ହୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଡାପଡା ଗାଁ ର ଗୌତମ କୁମ୍ଭାରଙ୍କ ପୁଅ ଜୟଚନ୍ଦ୍ର କୁମ୍ଭାର। ପୁଲିସ ଦୁର୍ଘଟଣା ସୁଳରୁ ଦୁର୍ଘଟଣା ଭିଆଇଥିବା ହାଇୱାକୁ ଜବତ କରି ଦୁର୍ଘଟଣାର ତଦନୁ ଜାରି ରଖିଛି ।ଅପରପକ୍ଷେ ବୁର୍ଲା ଡାକ୍ତରଖାନାରୁ ମୃତକଙ୍କ ଶବ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ କାର୍ଯ୍ୟ ପରେ ମୃତକ ପରିବାରକୁ ହସ୍ତାନ୍ତର କରିଛି।