ପ୍ରସିଦ୍ଧ ଶୈବ ପିଠ ହୁମା ବକ୍ରମନ୍ଦିର ପିଠ ରେ ହେବାକୁ ଥିବା ଶିବରାତ୍ରି ମେଳା ପାଇଁ ବୁଧବାର ସକାଳେ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି,। ମେଳା କମିଟି ସଭାପତି ସୁଜିତ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ଫେବୃଆରୀ ୧୫ତା ରୁ ୨୧ ପର୍ଯ୍ୟନ୍ତ ମହାଶିବରାତ୍ରୀ ମେଲା ସୁପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ,ସଂସ୍କୃତିକନ୍ କାର୍ଯ୍ୟକ୍ରମ ରେ ୧୫ ତାରିଖ ସକାଳ ୯ ଟା ରୁ ରାମାୟଣ ,ସନ୍ଧ୍ୟା ୬ ରେ ସମଲେଶ୍ୱରୀ ଭଜନ,ରାତ