Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଧମା: ମା ଝାଡ଼େଶ୍ୱରୀ କ୍ଳବ ଏକ ଦିବସିୟ ଫୂଟବଲ ଟୁର୍ଣ୍ଣାମେଣ୍ଟ , ୟୁନାଇଟେଡ଼ ସମ୍ବଲପୁର ଚମ୍ପିୟାନ

Dhama, Sambalpur | Feb 11, 2026
ମା ଝାଡ଼େଶ୍ୱରୀ କ୍ଳବ ଏକ ଦିବସିୟ ଫୂଟବଲ- ୟୁନାଇଟେଡ଼ ସମ୍ବଲପୁର ଚମ୍ପିୟାନ ଆଜି ସ୍ଥାନୀୟ ମା ଝାଡ଼େଶ୍ୱରୀ ଚ୍ଲବ୍ ତରଫରୁ ଏକ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଥିଲା,ଏଥିରେ ଜମାଦରପାଳୀ,ହାପ୍ରିଆବାହାଲ, ସର୍ଲକାନି,ସମ୍ବଲପୁର ଏଞ୍ଜେଲ, ସମ୍ବଲପୁର ୟୁନାଇଟେଡ଼,ହୀରାକୁଦ,କବରପାଲି,ବୋର ବୋର୍ଡ ଏଫ ପ୍ରମୁଖ ୮ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ବୁଧବାର ଅପରାହ୍ନରେ ଫାଇନାଲ ଖେଳରେ ସମ୍ବଲପୁର ଏଞ୍ଜେଲ ଦଳ କୁ ଟାଇବ୍ରେକର ମାଧ୍ୟମ ରେ ୪/୨ ଗୋଳ ରେ ହରାଇ ସମ୍ବଲପୁର ୟୁନାଇଟେଡ଼ ଦଳ ଚମ୍ପିୟାନ ହୋଇଥିଲେ ।