ହୋତପାଲ ଡେମ ପିକନିକ୍ ସ୍ପଟ କୁ ପଲିଥିନ ମୁକ୍ତ ପାଇଁ ବନ ବିଭାଗର ସଫେଇ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ଧମା ବନାଞ୍ଚଳ ଅନ୍ତର୍ଗତ ହୋତାପାଳ ଡେମ କଟା ପିକନିକ ସ୍ପଟ କୁ ପଲିଥିନ ଶୂନ୍ୟ ଜାଗା କରିବା ନିମନ୍ତେ ଶୁକ୍ରବାର ସକାଳେ ଏକ ସଚେତନତା ସହ ସଫେଇ କାର୍ଯ୍ୟକ୍ରମ ହୋଇଥିଲା.. ଧମା ବନାଞ୍ଚଳ ର ରେଞ୍ଜ ଅଫିସରଙ୍କ ତତ୍ୱାବଧାନ ରେ ଲାରସରା ଫରେଷ୍ଟର ସ୍ଥାନୀୟ ବନ ସୁରକ୍ଷା ସମିତି ର ସଭ୍ୟ, ସଭ୍ୟା ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ତୁଲାଇ ଥିଲେ.. OFSDP ରୁ ଦିନେଶ ଖମାରୀ, ବିନୟ ଚକ୍ରବର୍ତ୍ତୀ, ସୁରେନ୍ଦ୍ର ସାହୁ ଓ ନିବେଦିତା ପଧାନ ସାହାଯ୍ୟ କରିଥିଲେ