Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଚାରମାଳ: ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ରେ ଜାତୀୟ ଯୁବ ଦିବସ ପାଳିତ

Charamal, Sambalpur | Jan 12, 2026
ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ ରେ ଜାତୀୟ ଯୁବ ଦିବସ ପାଳିତ ରେଢ଼ାଖୋଲ କଦଳୀ ଗଡ଼ ସ୍ଥିତ ଅର୍ଜୁନ ଡିଗ୍ରୀ କଲେଜ୍ ଠାରେ ଇତିହାସ ଅଧ୍ୟାପକ ତଥା ୟୁଥ୍ ରେଡ୍ କ୍ରସ୍ ର ସଂଯୋଜକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳିତ ହେଇ ଯାଇଛି। ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ,ଅଧ୍ୟାପିକା ତଥା କର୍ମଚାରୀ ଗଣ ବନ୍ଦେ ମାତରମ୍ ସାମୁହିକ ରାଷ୍ଟ୍ର ଗାନ କରିଥିଲେ। ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଅସୀମା ପ୍ରଧାନ ଅତିଥି ପରିଚୟ ପ୍ରଦାନ ପୂର୍ବକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି
ଚାରମାଳ: ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ରେ ଜାତୀୟ ଯୁବ ଦିବସ ପାଳିତ - Charamal News