Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଚାରମାଳ: ବଡ଼ମାଳ ହାଇସ୍କୁଲ ଖେଳପଡିଆ ରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

Charamal, Sambalpur | Feb 6, 2026
ବଡ଼ମାଳ ହାଇସ୍କୁଲ ଖେଳପଡିଆ ରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ ରେଢ଼ାଖୋଲ ବ୍ଲକ ବଡ଼ମାଳ ହାଇସ୍କୁଲ ଖେଳପଡିଆ ରେ ଶୁକ୍ରବାର ସକାଳେ ଟିକିରା ଗୋସେଇଁ ଯୁବକ ସଙ୍ଘ ଓ ସ୍ଵେଛାସେବୀ ସଂଗଠନ ସେବା ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିର କୁ ବଡ଼ମାଳ କଲେଜ ଅଧକ୍ଷ ରାଜେଶ ଦାସ, ସମବାୟ ସମିତି ସମ୍ପାଦକ ଅଗସ୍ତି ଧଳ, ଫାଣ୍ଡି ଅଧିକାରୀ ତପନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ଉକ୍ତ ଶିବିର ରେ ମୋଟ ୫୧ ଜଣ ସ୍ବେଛାକୃତ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିଥିଲେ। ସେବା ସଂଗଠନ ର ସଭାପତି ଅମର ତଣ୍ଡିଆ, ଲକ୍ଷ୍ମୀଧର ମହାପାତ୍ର, ଟିକିରାଗୋସେଇଁ ଯୁବକ