ମାଁ ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ଦିବସ ପାଳିତ ଆଦ୍ୟ ୧୨/୦୧/୨୦୨୬ ତାରିଖ ଦିନ ମାଁ ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ରେଡ୍ କ୍ରସ ତରଫରୁ ଯୁବ ଦିବସ ପାଳିତ ହୋଇଛି।+୩ ଅଧ୍ୟକ୍ଷ ଶ୍ରୀ ଅନୀଲ ପ୍ରଧାନଙ୍କ ଅଧ୍ୟକ୍ଷତା କରି ସ୍ବାମୀ ବିବେକାନନ୍ଦ କିପରି ବିଶ୍ଵ ଗୁରୁ ହୋଇପାରିଥିଲେ ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଅଧ୍ୟାପକ ସଂସାର ପ୍ରଧାନ ସ୍ବାମୀ ବିବେକାନନ୍ଦ ଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଅଧ୍ୟାପକ ପ୍ରମୋଦ ଦେହେରୀ ସ୍ବାମୀ ବିବେକାନନ୍ଦ ଙ୍କ ବାଣୀ କୁ ଉପଦେଶ ରୂପେ ପାଳନ କରି କାର୍ଯ୍ୟ କରିବାକୁ କହିଥିଲେ। ଗ୍ରନ୍ଥାଗାରିକ