Public App Logo
Profile Picture

Sambalpur Update

@sambalpurupdate
131833Followers
5Following
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସୂଚନା
ସମ୍ବଲପୁର: ଜିଲ୍ଲା କୁ ଏଲେ ୱାର୍ଣ୍ଣି ଜାରି
ସମ୍ବଲପୁର: ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ପ୍ରବଳ ବର୍ଷା ଯୋଗୁ ଅସହାୟ ବୃଦ୍ଧା ଲୋକ ମାନଙ୍କୁ ବଢ଼ାଇଲା ସାହାର୍ଯ୍ୟ ର ହାତ
ସମ୍ବଲପୁର: ବୁର୍ଲା ଥାନା ପୁଲିସ ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୧୦୦ ବୋତଲ ନିଶା କଫ୍ ସିରପ୍ ଜବତ, ଜଣେ ଗିରଫ
ସମ୍ବଲପୁର: ସମ୍ବଲପୁର ମୋବାଇଲ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ବୈଠକ ସରକାରୀ ବସ ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ
ରେଙ୍ଗାଲି: ସାସନ ଥାନା ଅନ୍ତର୍ଗତ ଭାଲୁବାହାଲ ଠାରେ ଥିବା ଏକ ମୋବାଇଲ ପାର୍ଟସ ଦୋକାନରେ ଚୋରି ଅଭିଯୋଗ,3  ଗିରଫ
ରେଙ୍ଗାଲି: ଆଗାମୀ ଦିନର ପାଣିପାଗ ସୂଚନା
ସମ୍ବଲପୁର: ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତୃତୀୟ ବର୍ଷ ପାଇଁ ‘ବନ୍ଦେ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର: ଆସନ୍ତାକାଲି ପାଇଁ ଜିଲ୍ଲା କୁ ଏଲେ ୱାର୍ଣ୍ଣି ଜାରି
ସମ୍ବଲପୁର: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ  ବା ସରିଆ ଧାନ
ସମ୍ବଲପୁର: ଜିଲ୍ଲା କୁ ଏଲେ ୱାର୍ଣ୍ଣି ଜାରି
ସମ୍ବଲପୁର: କଫସିରପ୍ କାରବାର ଅଭିଯୋଗରେ ଧନୁପାଲି ପୁଲିସ ଦ୍ୱାରା ଜଣେ ଗିରଫ
ରେଙ୍ଗାଲି: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ,ଶ୍ରଦ୍ଧାଞ୍ଜଳି ଜଣାଇ
ସମ୍ବଲପୁର: ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଫସିମାଲ CHCର ଜୁନିୟର ଆସିଷ୍ଟାଣ୍ଟ ମୀର ଇମତିଆଜ ଅଲୀ ଭିଜିଲାନ୍ସ ଦ୍ୱାରା ଗିରଫ
ସମ୍ବଲପୁର: ଝାଡୁଆ ପଡ଼ା ଆରଣ୍ୟକ ମଣ୍ଡପ ଠାରେ ବିଶ୍ବହିନ୍ଦୁ ପରିଷଦ ତରଫରୁ ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ  ପାଳିତ
ରେଙ୍ଗାଲି: ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ତଥା ବିଶିଷ୍ଟ ଭାଷାବିତ୍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ
ସମ୍ବଲପୁର: ଆସନ୍ତାକାଲି ପାଇଁ ଜିଲ୍ଲା କୁ ଏଲେ ୱାର୍ଣ୍ଣି ଜାରି
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ଗେଟ
ସମ୍ବଲପୁର: ବରେଇପାଲି ଥାନା ଅନ୍ତର୍ଗତ ରେମେଡ଼ ନିକଟରେ ଥିବା ଏକ ନାଳ ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ସମ୍ବଲପୁର: ଆଗକୁ ଆସୁଛି ନୁଆଁଖାଇ, ଏଥିପାଈଁ ଚଲଚଞ୍ଚଳ ମାଁ ସମଲେଶ୍ୱରୀଙ୍କ ପୀଠ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଗୋଟିଏ ଗେଟ ଖୋଲା
ସମ୍ବଲପୁର: ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣି ଜାରି
ସମ୍ବଲପୁର: ରେଙ୍ଗାଲି ରେଲୱେ ଫାଟକ ବାରମ୍ବାର ବନ୍ଦ ହେଉଥିବାରୁ ସ୍ଥାନୀୟ ଲୋକେ କଲେ ପ୍ରତିବାଦ
ସମ୍ବଲପୁର: RDC  କାର୍ଯ୍ୟାଳୟ ରେ ଚାଲୁଥିବା rpdac ବୈଠକ ପରେ ପ୍ରତିକ୍ରିୟା ରଖିଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ଆଗାମୀ ଦିନ ର ପାଣିପାଗ ସୂଚନା