ରଜାଚୌରି ଖେଳ ପଡ଼ିଆରେ ଅଲ ଓଡ଼ିଶା ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,ସେମିଫାଇନାଲରେ ୱାଇଏସସିସି ବଲାଙ୍ଗୀର ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ଜେ. ରେଙ୍ଗାଲି ସ୍ଥିତ ଐତିହସିକ ରଜାଚୌରି ଖେଳ ପଡ଼ିଆରେ ହେଉଥିବା ୨୪ ତମ ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ମ୍ୟାଚ ରେ ଆୟୋଜକ ମାରୁତି କ୍ରିକେଟ କ୍ଲବ ଜେ.ରେଙ୍ଗାଲି କୁ ହରାଇ ୱାଇଏସସିସି ବଲାଙ୍ଗୀର ସେମି ଫାଇନାଲ ରେ ପ୍ରବେଶ କରିଛି। ବଲାଙ୍ଗୀର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭର ରେ ୩ ଉଇକେଟ ହରାଇ ୩୪୪ ରନ କରିଥିଲା। ଦଳର ରାହୁଲ ସାହୁ ୮୩ ବଲ୍ ରୁ୧୬୦ ରନ