Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଚାରମାଳ: ୨୪ତମ ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବଜୀବନ ସୁନ୍ଦରଗଡ କୁ ହରାଇ ୱାଇଏସସିସି ବଲାଙ୍ଗୀର ଚାମ୍ପିଅନ

Charamal, Sambalpur | Feb 8, 2026
୨୪ତମ ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବଜୀବନ ସୁନ୍ଦରଗଡ କୁ ହରାଇ ୱାଇଏସସିସି ବଲାଙ୍ଗୀର ଚାମ୍ପିଅନ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ଜେ. ରେଙ୍ଗାଲି ସ୍ଥିତ ଐତିହସିକ ରଜାଚୌରୀ ଖେଳ ପଡିଆ ରେ ହେଉଥିବା ୨୪ ତମ ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ରବିବାର ଅପରାହ୍ନରେ ନବଜୀବନ ସୁନ୍ଦରଗଡ଼ କୁ ହରାଇ ୱାଇଏସସିସି ବଲାଙ୍ଗୀର ଚାମ୍ପିଅନ ହୋଇଛି। ଫାଇନାଲ ରେ ବଲାଙ୍ଗୀର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭର ରେ ୯ ଉଇକେଟ ହରାଇ ୧୮୫ ରନ କରିଥିଲା। ଜବାବରେ ସୁନ୍ଦରଗଡ଼ ୨୩.୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୭