Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପାଟଣା: ୧୪୮ ତମ ଅନାଥ ଶବସତ୍କାର କରି ଚର୍ଚ୍ଚାରେ ସାମାଜିକ ସଂଗଠନ ଭରସା ପରିବାର ଟ୍ରଷ୍ଟ ,ଧାଙ୍ଗରପଡ଼ା ଠାରେ କଲେ

Patana, Kendujhar | Oct 2, 2025
୧୪୮ ତମ ଅନାଥ ଶବସତ୍କାର କରି ଚର୍ଚ୍ଚାରେ ସାମାଜିକ ସଂଗଠନ ଭରସା ପରିବାର ଟ୍ରଷ୍ଟ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଅଜଣା ରୋଗୀ ହିସାବରେ ଆସିଥିବା ୭୫ ବର୍ଷୀୟ ଚେମଟୁ ମହାକୁଡ଼ ନାମକ ରୋଗୀଙ୍କ ମେଡିକାଲ ଭର୍ତ୍ତି ସମୟରେ ମୃତ୍ୟୁ ଘଟିଥିଲା। ମେଡିକାଲ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ପାଇଁ ମରଶରୀରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲେ। କୌଣସି ଠିକଣା ଲେଖା ନଥିବାରୁ ପୋଲିସ ବିଭାଗ ପକ୍ଷରୁ ଶବକୁ ଗ୍ରହଣ ନ କରିବାରୁ ମର ଶରୀର ଦୀର୍ଘ ୪-୫ ଘଣ୍ଟା ମହାପ୍ରୟାଣ ଗାଡିରେ ରହିଯାଇଥିଲା। ପରେ ପୋଲିସ ବିଭାଗର ତଦନ୍ତ ପରେ ତାଙ୍କ ଠିକଣା ତେଲକୋଇ