Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପାଟଣା: ଟାଙ୍ଗରପଡା ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Patana, Kendujhar | Sep 12, 2025
ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡା ନିକଟରେ ଆଜି ପାଖାପାଖି ସନ୍ଧ୍ୟା ସାଢ଼େ 6 ଟା ସମୟରେ ଜଣେ ବ୍ୟକ୍ତି ଙ୍କୁ ଏକ ହାଇବା ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ହେଉଛନ୍ତି ଟାଙ୍ଗରପଡା ଗ୍ରାମର ଅନୀଲ କୁମାର ସେଠୀ।ସେ ନିଜର ନାବାଳକ ପୁଅ ସହ ସାନ୍ଧ୍ୟ ଭ୍ରମଣରେ ଭିମାପଡା ଆଡ଼କୁ ଯାଇ ଫେରୁଥିବା ସମୟରେ ଅନିଲଙ୍କୁ ହାଇବା ଟି ଧକ୍କା ଦେଇ ତାଙ୍କ ଦୁଇ ଗୋଡ ଉପରେ ଚଢ଼ି ଯାଇଥିଲା।ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।