Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ପାଟଣା: ରାଜନଗର ଠାରେ ଗୋରକ୍ଷା କର୍ମଚାରୀଙ୍କୁ ଦୁର୍ବତଙ୍କ ଆକ୍ରମଣ

Patana, Kendujhar | Aug 31, 2025
ରାଜନଗର ଗ୍ରାମର ବୈତରଣୀ ନଦୀ ନିକଟରେ ନନ୍ଦିନୀ ଗୋଶାଳାର ରକ୍ଷକ ସତ୍ୟବ୍ରତ ଦାଶ୍ ଙ୍କୁ କେତେକ ଅସାମାଜିକ ଯୁବକ ଗୋରୁ ମାନଙ୍କୁ ଚରାଇନେଇ ଫେଉଥିବା ବେଳେ ଚାନ୍ଦା ମାଗିଥିଲେ ଶ୍ରୀ ଦାଶଙ୍କୁ କୌଣସି ପ୍ରକାର ଅର୍ଥ ପ୍ରଦାନ ମନାକରିବାରୁ ଯୁବକ ମାନେ ସଂଘ ବଧ ଭାବେ ପାଖରେ ଥିବା ମାରଣା ଅସ୍ତ୍ର ରେ ଆକ୍ରମଣ ପୂର୍ବକ ଲହୁ ଲୁହଣ କରି ରାସ୍ତା କଡ଼କୁ ଫପାଡି ଦେଇ ଚାଲିଯାଇଥିଲେ ।
ପାଟଣା: ରାଜନଗର ଠାରେ ଗୋରକ୍ଷା କର୍ମଚାରୀଙ୍କୁ ଦୁର୍ବତଙ୍କ ଆକ୍ରମଣ - Patana News