ପାଟଣା: ପାଟଣା ବନା ଅଞ୍ଚଳ ପକ୍ଷରୁ ମଙ୍ଗଳପୁରରେ ବୃକ୍ଷ ରୋପଣ ଅନୁଷ୍ଠିତ
ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ
ପାଟଣା ବନା ଅଞ୍ଚଳ ପକ୍ଷରୁ ମଙ୍ଗଳ ପୁର ବୋଇତରଣୀ ନଦୀ କୂଳରେ ବୃକ୍ଷ ରୋପଣ ଅନୁଷ୍ଠିତ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ, ରେଞ୍ଜର ବନବିହାରୀ ସର୍ଦ୍ଧାର, ଫରେଷ୍ଟର ରଞ୍ଜନ କୁମାର ସେଠୀ, ଥାନ ଅଧିକାରୀ ମାନସ କୁମାର ମହାକୁଡ଼, ମହାବିଦ୍ୟାଳୟ ର ଏନ ସିସି ପିଲା ସହଯୋଗ କରିଥିଲେ।