Public App Logo
Profile Picture

Rajendra Prasad dash

@usr04050397
179970Followers
7Following
କେନ୍ଦୁଝର ସଦର: ଫକିରପୁର ଠାରେ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ
କେନ୍ଦୁଝର ସଦର: କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ 
 ଚମ୍ପୁଆ ବ୍ଲକ ଗ୍ରସ୍ତ କରି ବିଭିନ୍ନ ଯୋଜନାରେ ପରିଦର୍ଶନ
ଘସିପୁରା: ଶାଳଗଡା ଠାରେ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଟିତ
କେନ୍ଦୁଝର ସଦର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ୧୦ ଟି  ସାଂଗଠନିକ ଜିଲ୍ଲାର ବୈଠକ ଆଜି ଆନନ୍ଦପୁର ସହରସ୍ଥ ହେଟେଲ ଆର୍ସେଲର ଠାରେ ଅନୁଷ୍ଟିତ
କେନ୍ଦୁଝର ସଦର: କେନ୍ଦୁଝର ଠାରେ  ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
କେନ୍ଦୁଝର ସଦର: କେନ୍ଦେଇପସି ଗ୍ରାମ ନିକଟରେ ହାତୀପଲ ,କରୁଛନ୍ତି ଧାନ ଫସଲ ନଷ୍ଟ
ଆନନ୍ଦପୁର: ହୋ ଭାଷା କୁ ଦିତିୟ ରାଜ ଭାଷା ମାନ୍ଯତା ଦାବିରେ ଆନନ୍ଦପୁର ଠାରେ ବିଶାଳ ରାଲି
ଘସିପୁରା: ଘଷିପୁରା ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଓ ସାମ୍ନାନ ଶିବିର ଅନୁଷ୍ଠିତ ହୋଇ ଯାଇଛି
କେନ୍ଦୁଝର ସଦର: ରାଜନଗର ଅଞ୍ଚଳରେ ହାତୀପଲ , ବନ ବିଭାଗ ରଖିଛି ନଜର
ତେଲକୋଇ: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ଘଟଣା
ଘସିପୁରା: ଗଡବାନ୍ଧଗୋଡା ଅଙ୍ଗନୱାଡ଼ି ରେ 'ଆଙ୍ଗନ କା ଉତ୍ସବ’ ପାଳିତ
କେନ୍ଦୁଝର ସଦର: ଭୋଟର ତାଲିକାରୁ ନାମ ବାଦ ଅଭିଯୋଗରେ କେନ୍ଦୁଝର ଠାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ
କେନ୍ଦୁଝର ସଦର: କଳାପାହାଡ଼ ଠାରେ ଅବସର ପ୍ରାପ୍ତ  ସୈନିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦୁଝର ସଦର: ଉଦୟପୁରର ସିଲିପଦା ଗ୍ରାମରେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ  ଗୁଣନିଧି ମହାନ୍ତିଙ୍କୁଭେଟିଲେ ଡିଏଫଓ
ଘସିପୁରା: ଛେନାପଦି ନିକଟରେ ବାଇକରୁ ପଡି ଯୁବକ ଗୁରୁତର
କେନ୍ଦୁଝର ସଦର: ଆସନ୍ତା ତିନି ଦିନ ପାଇଁ ଜିଲ୍ଲାକୁ ୟେଲୋ ୱାନିଂ
ଆନନ୍ଦପୁର: ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ଆଇରନ ବଟିକା ଖାଇ ୧୦ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ
ତେଲକୋଇ: ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ଓ ବାଇକ୍ ଚାଳକ ଆହାତ
କେନ୍ଦୁଝର ସଦର: କେନ୍ଦୁଝର - କେନ୍ଦେଇପଶି ରାସ୍ତା   ବସୁଦେବପୁର ଠାରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ
କେନ୍ଦୁଝର ସଦର: ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜନସେବା କେନ୍ଦ୍ର ମାଲିକ ମୃତ
 କେନ୍ଦେଇପୋଷି ଖୁଣ୍ଟାପଡ଼ା ରାସ୍ତା ହନୁମାନ ଗଛ ନିକଟରେ ଗୁଳିକାଣ୍ଡ,
ତେଲକୋଇ: ଆବାସ ଘର ଟିଏ ପାଇବା ଦାବିରେ ଘଷିପୁରା ବ୍ଲକ ଘେରିଲେ ବ୍ଲକର ବିଭିନ୍ନ ପଞ୍ଚାୟତବାସୀ
କେନ୍ଦୁଝର ସଦର: କେଶଦୁରାପାଳ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର
କେନ୍ଦୁଝର ସଦର: ସୁଆଁପଦା ଆଦର୍ଶ ବିଦ୍ୟାଳୟରେ ଧାରଣା ଦେଇଥିବା ଛାତ୍ରୀ ମାନଙ୍କୁ ବୁଝାସୁଝା ପରେ ହଟିଲେ ଅପରାହ୍ନ ୪.୧୦ରେ ପ୍ରତିକ୍ରିୟା ରଖିଛନ୍ତି ବିଇଓ ଘସିପୁର
ଘସିପୁରା: ରାମଚନ୍ଦ୍ରପୁର ଲକ୍ଷ୍ମୀନାରାୟଣ ବିଦ୍ୟାଳୟ ଠାରେ  ସୁରଭି କାର୍ଯ୍ୟକ୍ରମ ଦିନ ୩ରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନ ଶିକ୍ଷକ
କେନ୍ଦୁଝର ସଦର: ଝାଡ଼ଖଣ୍ଡରେ ଚମକିଲା କେନ୍ଦୁଝର ନାଁ ଝୁମର ନାଚ ରେ ପ୍ରଥମ ସ୍ଥାନ ହାସଲ କଲେ ଦୀପାଳି