Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ପାଟଣା: ଘଟଗାଁ ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଗୁରୁତର ଛାତ୍ରକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ବିଡିଓ

Patana, Kendujhar | Sep 10, 2025
ଘଟଗାଁ ବିଡ଼ିଓ ଙ୍କ ମହାନତା, ଦୁର୍ଘଟଣାରେ ଆହତ କଲେଜ ଛାତ୍ରଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ ବିଡ଼ିଓ ଖଗେଶ୍ୱର ବରାଳ।ସୂଚନାରୁ ପ୍ରକାଶ ଘଟଗାଁ ବିଡ଼ିଓ ଖଗେଶ୍ୱର ବରାଳ ନିଜ ବ୍ଲକ ଅଂଚଳ ଗସ୍ତ ସାରି ଫେରୁଥିବା ସମୟରେ ଲକ୍ଷ୍ମୀନାରାୟ ମହାବିଦ୍ୟାଳୟ ଏକ ଛାତ୍ର ଜିତେନ୍ ମୁଣ୍ଡା ସଡ଼କ ଦୁର୍ଘଟଣାରେ ଗୁରୁତ୍ୱର ଆହତ ହୋଇଥିବା ଦେଖିବାକୁ ପାଇଥିଲେ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଜିତେନ୍ ୫୦ ରୁ ୬୦ ଫୁଟ ଦୁରକୁ ଘୋଷାଡ଼ି ହୋଇଥିଲା। ସଙ୍ଗେ ସଙ୍ଗେ ବିଡ଼ିଓ ଖଗେଶ୍ୱର ବରାଳ ନିଜେ ଆଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।