ଲଖନପୁର: ବରିଷ୍ଠ ସାମ୍ବାଦିକ ବସନ୍ତ ଜେନାଙ୍କ ଭାଇଙ୍କ ଦ୍ୱାଦଶାହରେ ଯୋଗଦେଲେ କୁଚିଣ୍ଡା ବିଧାୟକ
ଝାରସୁଗୁଡ଼ା ବିଟିଏମ୍ କଲୋନୀ ନିବାସୀ ବରିଷ୍ଠ ସାମ୍ବାଦିକ ବସନ୍ତ ଜେନାଙ୍କ ସାନଭାଇ ପ୍ରଶାନ୍ତ ଜେନାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ। ପରିବାରବର୍ଗଙ୍କୁ ଭେଟି ଜଣାଇଲେ ଗଭୀର ସମବେଦନା।