ଝାରସୁଗୁଡା: ଝାରସୁଗୁଡ଼ା: ଦୁର୍ଘଟଣାରେ ଆହତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ନେତା
ଝାରସୁଗୁଡ଼ା ବ୍ଲକ୍ ମରାକୁଟା ଗ୍ରାମରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା କାର୍ଯ୍ୟକର୍ତ୍ତା ବିଳାସିନୀ ସାହୁଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଜଣେ ଦଳୀୟ ନେତା। ତାଙ୍କର ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି।