ଝାରସୁଗୁଡ଼ାର ତାଳପଟିଆସ୍ଥିତ ଶର୍ମା ପରିବାରର ସୁପୁତ୍ର ଋଷଭ ଶର୍ମାଙ୍କ ବିବାହ ଉତ୍ସବରେ ଯୋଗଦେଲେ ଝାରସୁଗୁଡ଼ା ବିଧାୟକ। ନବଦମ୍ପତିଙ୍କୁ ଜଣାଇଲେ ଶୁଭେଚ୍ଛା ଓ ସଫଳ ଦାମ୍ପତ୍ୟ ଜୀବନ ପାଇଁ କଲେ କାମନା।