ଝାରସୁଗୁଡା: ବେଙ୍ଗାଲୁରୁରେ ହେବ ବାଲିଯାତ୍ରା ଓ କଳିଙ୍ଗ ମହୋତ୍ସବ: ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରସ୍ତୁତି
ବେଙ୍ଗାଲୁରୁରେ ଓଡ଼ିଆ ଯୁବ ସମୁଦାୟଙ୍କ ପକ୍ଷରୁ ଆୟୋଜନ ହେଉଛି ବାଲିଯାତ୍ରା ଓ କଳିଙ୍ଗ ମହୋତ୍ସବ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ସଂସ୍କୃତିକୁ ପ୍ରଚାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ମହତ୍ ପ୍ରୟାସକୁ ନେଇ ସବୁଆଡ଼େ ପ୍ରଶଂସା କରାଯାଉଛି।