ବାତ୍ୟା ଅକୱାନ୍ର ସଫଳ ମୁକାବିଲା ଓ ଶୂନ୍ୟ ଜୀବନହାନି ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ସମସ୍ତ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।