Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ଗୋଶାଲା ଛକ ନିକଟରେ ବାଇକ ଓ ମୋପେଡ ମୁହାଁମୁହିଁ ଧକ୍କା, ମୋପେଡ ଚାଳକ ମୃତ୍ୟୁ

ବୁର୍ଲା ଥାନା ଅନ୍ତର୍ଗତ ଗୋଶାଲା ଛକ ନିକଟରେ ବାଇକ ଓ ମୋପେଡ ମୁହାଁମୁହିଁ ଧକ୍କା, ମୋପେଡ ଚାଳକ ମୃତ୍ୟୁ l ମିଳିଥିବା ସୂଚନା ଅନୁସାରେ ଆଜି 3 ଟା ସମୟରେ ଗୋଶାଲା ନିକଟରେ ଦୁଇ ଗାଡି ମଧ୍ଯରେ ମୁହାଁ ମୁହିଁ ଧକ୍କା ହେଇଥିଲା l ଯାହାଫଳରେ ମୋପେଡ ଚାଳକ ଗାଡ଼ିରୁ ଛିଟିକି ପଡ଼ିଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବୁର୍ଲା ଭୀମସାର କୁ ନେଇଥିଲେ, ହେଲେ ମେଡିକାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ସେପଟେ ବାଇକ ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l

MORE NEWS