Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ସମ୍ବଲପୁର ମ୍ୟୁନିସିପାଲଟି: ନିଜ ଅଫିସରେ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଏସପି ଅଜୟ ମିଶ୍ର

Sambalpur M, Sambalpur | Feb 20, 2026
ବୁର୍ଲା ପୋଲିସ ଦ୍ୱାରା ବିପୁଳ ପରିମାଣର କଫ ସିରଫ ଜବତ ଓ 3 ଗିରଫ l ବୁର୍ଲା କିର୍ବା ଛକରୁ ଗୋଡେଇ ଗୋଡେଇ ଧରିଲା ପୋଲିସ | ଘଟଣାରେ ପୋଲିସ 3 ଜଣକୁ ଗିରଫ କରିବା ସହ 1200 ବୋତଲ ନିଶା କଫ ସିରଫ ଜବତ କରିଛି | କଟକରୁ ଏକ କାର ଯୋଗେ ସମ୍ବଲପୁର ଦେଇ ବୁର୍ଲା ଆସୁଥିବା ବେଳେ ଧରିଲା ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ବିକ୍ରମ ପଞ୍ଚବିହାର, ରାଜେଶ ପଟ୍ଟନାୟକ, ଟିକିନା ସାହୁ | ପୂର୍ବରୁ ବିକ୍ରମ କଫ ସିରଫ ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା ନେଇ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି l
ସମ୍ବଲପୁର ମ୍ୟୁନିସିପାଲଟି: ନିଜ ଅଫିସରେ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଏସପି ଅଜୟ ମିଶ୍ର - Sambalpur M News