Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କୁ ନାଗରିକ ସମାଜ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sambalpur M, Sambalpur | Feb 20, 2026
ମହାନଗର ନିଗମ ଅନ୍ତର୍ଗତ ତପସ୍ୱିନୀ ପ୍ରେଖ୍ୟାଳୟ ଠାରେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କୁ ନାଗରିକ ସମାଜ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରାଯାଇଛି l ଆଜି ସନ୍ଧ୍ୟା ପ୍ରାୟ 6.30 ସମୟରେ ଦିବଙ୍ଗତ ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସମ୍ବଲପୁର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତପସ୍ୱିନୀ ହଲ ଠାରେ ତାଙ୍କ ସ୍ମୃତି ଚାରଣ କରିବା ଶହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଡ଼ ପାଣିଗ୍ରାହୀ ସମ୍ବଲପୁର ରେ ବିଧାୟିକା ଥିବା ସମୟରେ ଯେଉଁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ତାହା କେହି ଭୁଲିପାରିବେ ନାହିଁ ବୋଲି ଏହି ନାଗରିକ ସଭା ରେ ଲୋକେ କହିଥିଲେ l