Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ସମ୍ବଲପୁର ମ୍ୟୁନିସିପାଲଟି: ଉଚ୍ଚ ଶବ୍ଦ ଯୁକ୍ତ ମୋଡିଫାଏଡ ସାଇଲେନ୍ସର ଜବତ, ସୂଚନା ଦେଲେ ସଦର ଏସଡିପିଓ

Sambalpur M, Sambalpur | Feb 20, 2026
ଉଚ୍ଚ ଶବ୍ଦ ଯୁକ୍ତ ମୋଡିଫାଏଡ ସାଇଲେନ୍ସର ଲଗାଇ ଅନେକ ବାଇକ ଗୁଡିକ ବେପାରୁଆ ଭାବରେ ଘୁରି ବୁଲୁଛନ୍ତି । ଏହି ବେପାରୁଆ ଗାଡି ଚାଳକ ମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ବିଗତ କିଛି ମାସ ହେବ ସମ୍ବଲପୁର ପୁଲିସ ଆକ୍ସନ ନେଇଛି । ବିଗତ କିଛି ମାସ ମଧ୍ୟରେ ଏଭଳି ମୋଡିଫାଏଡ ସାଇଲେନ୍ସର ଯୁକ୍ତ ଗାଡି ଗୁଡିକୁ ଧରାଯାଇଥିବା ବେଳେ ସେ ଗୁଡିକର ସାଇଲେନ୍ସର ଗୁଡିକୁ ଖୋଲି ଦିଆଯିବା ସହିତ ମୋଟର ଯାନ ଆଇନ ଅନୁଯାୟୀ ଜରିମାନା କରି ସେମାନଙ୍କୁ ତାଗିଦ ମଧ୍ୟ କରାଯାଇଛି । ଇତି ମଧ୍ୟରେ କେବଳ ଟାଉନ ଥାନାରେ ୨୫୦ ରୁ ଉର୍ଦ୍ଧ ମୋଡିଫାଏଡ ସାଇଲେନ୍ସ ଗୁଡିକ ଜବତ କରାଯାଇଛି । ଆଇନ ଉଲ୍ଲଂଘନକାରୀ ମାନଙ୍କ ବି