Public App Logo
Jansamasya
News
पुलिस
Bjp
National
Bihar
बीजेपी
विधायक
Congress
Modi
Delhi
Viral
Crime
शिक्षा
Jharkhand
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
शादी
Crimenews
Agra
Bhind
Breaking
Politics
Jodhpur
Neet

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ଦିବଙ୍ଗତ ସାମ୍ବାଦିକ ମାନଙ୍କ ପରିବାରବର୍ଗଙ୍କୁ ସମ୍ବଲପୁର ପ୍ରେସ କ୍ଲବ ତରଫରୁ ସହାୟତା ରାଶି ପ୍ରଦାନ

Sambalpur M, Sambalpur | Feb 20, 2026
ସମ୍ବଲପୁରର ଦିବଙ୍ଗତ ସାମ୍ବାଦିକ ମାନଙ୍କ ପରିବାରବର୍ଗଙ୍କୁ ସମ୍ବଲପୁର ପ୍ରେସ କ୍ଲବ ତରଫରୁ ସହାୟତା ରାଶି ଶୁକ୍ରବାର ପ୍ରଦାନ କରାଯାଇଛି । ଆଜି ପ୍ରେସ କ୍ଲବର ସଦସ୍ୟ ମାନେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ତଥା ପଟ୍ଟନାୟକପଡା ନିବାସୀ ଶିବ ପ୍ରସାଦ ମେହେରଙ୍କ ବାସଭବନକୁ ଯାଇ ତାଙ୍କର ପରିବାରବର୍ଗ ଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସେହିଭଳି ଦିବଙ୍ଗତ ସାମ୍ବାଦିକ ମନୋଜ ନାଏକ ଙ୍କ ସାକ୍ଷୀପଡା ସ୍ଥିତ ବାସଭବନକୁ ଯାଇ ସଦସ୍ୟ ମାନେ ତାଙ୍କର ପତ୍ନୀଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସୁଚନାଯୋଗ୍ୟ ଯେ, ସମ୍ବଲପୁର ପ୍ରେସ
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ଦିବଙ୍ଗତ ସାମ୍ବାଦିକ ମାନଙ୍କ ପରିବାରବର୍ଗଙ୍କୁ ସମ୍ବଲପୁର ପ୍ରେସ କ୍ଲବ ତରଫରୁ ସହାୟତା ରାଶି ପ୍ରଦାନ - Sambalpur M News