Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ଜରଡା: ଜରଡା ଠାରେ ବିଶ୍ରାମଗାରକୁ ଧକ୍କା ଦେଇ ଅଟକି ଗଲା ପାର୍ଥ ସାରଥୀଙ୍କ ରଥ।

Jarada, Ganjam | Jun 27, 2025
ଜରଡା ଠାରେ ବିଶ୍ରାମଗାରକୁ ଧକ୍କା ଦେଇ ଅଟକି ଗଲା ପାର୍ଥ ସାରଥୀଙ୍କ ରଥ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ପାର୍ଥ ସାରଥୀ କ୍ଷେତ୍ରରେ ନିର୍ଧାରଣ ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟଣା ଆରମ୍ଭ ହେବା ସମୟରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶେଷରେ ମହାପ୍ରଭୁ ପାର୍ଥ ସାରଥୀଙ୍କ ରଥ ମାଉସୀ ମାଁଙ୍କ ନିକଟରେ ଥିବ ଯାତ୍ରୀ ବିଶ୍ରାମ ଗାରକୁ ଧକ୍କା ଦେଇ ଅଟକି ଯାଇଥିବା ଦେଖିବାକୁ ମିଳିଛି। ତେବେ ମାଉସୀ ମା ମନ୍ଦିର ନିକଟରେ ଥିବା ଯୋଗୁଁ ପରିଚାଳନା କମିଟି ତରଫରୁ ସେଠାରେ ରଥକୁ ଅଟକାଇ ଜନ ସାଧାରଣଙ୍କ ଦର୍ଶନ ନିମନ୍ତେ ଅନୁମତି ଦିଆଯାଇଥିଲା। ଏ