Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
भारत
भाजपा
मुख्यमंत्री
Congress
Modi
Delhi
Viral
शिक्षा
Up
दिल्ली
Breakingnews
Narendramodi
Madhya_pradesh
Nsui
Pmmodi
Rahulgandhi
Ipl
यूपी
Pm
Uttarpradesh
Cricket

ଜରଡା: ପାତ୍ରପୁର ଠାରେ କାମଧେନୁ ଯୋଜନାରେ ପଶୁ ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ।

Jarada, Ganjam | Jul 30, 2025
ପାତ୍ରପୁର ଠାରେ କାମଧେନୁ ଯୋଜନାରେ ପଶୁ ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ। ପାତ୍ରପୁର ଅଞ୍ଚଳର ପଶୁପାଳକ ତଥା ଚାଷୀମାନଙ୍କ ସ୍ୱାବଲମ୍ବୀ ଓ ଆର୍ଥିକ ସୁଦୃଢତା ବଢାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କାମଧେନୁ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଗୋ ପାଳନ କରୁଥିବା ଚାଷୀ ମାନଙ୍କର ଉନ୍ନତି ପାଇଁ ପାତ୍ରପୁର ବ୍ଳକ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପାତ୍ରପୁର ବ୍ଳକ ସମ୍ମିଳନୀ କକ୍ଷରେ ଆଜି ସକାଳ ସାଢେ଼ ଏଗାର ଘଣ୍ଟା ସମୟରେ କାମଧେନୁ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନ
ଜରଡା: ପାତ୍ରପୁର ଠାରେ କାମଧେନୁ ଯୋଜନାରେ ପଶୁ ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ। - Jarada News