ଜରଡା: ତୁରୁବୁଡି ଠାରେ ଚାରା ରୋପଣ କଲେ ପୂର୍ବତନ ବାଚସ୍ପତି।
Jarada, Ganjam | Jul 27, 2025 ତୁରୁବୁଡି ଠାରେ ଚାରା ରୋପଣ କଲେ ପୂର୍ବତନ ବାଚସ୍ପତି। ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ତୁରୁବୁଡି ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ଚିକିଟୀ କଂଗ୍ରେସ ନେତା ରବିନ୍ଦ୍ର ଦ୍ୟାନ ସାମନ୍ତରା ସଞ୍ଜୟ ଦାସ ବର୍ମା( ଅବସର ପ୍ରାପ୍ତ ଚିପ ଇଞ୍ଜିନିୟର) ତୁରୁବୁଡି ସମିତି ସଭ୍ୟ ଭାରତ ଭୁଷଣ ସାହୁ,ପ୍ରମୋଦକୁମାର ସାହୁ,ଉମାକାନ୍ତ ସାହୁ,କିଶୋର ଚନ୍ଦ୍ର ସାହୁ,ସନ୍ତୋଷ ଦାସ,ଭୋଳେଶ୍ଵର ସାହୁ ,ପ୍ରଦ୍ୟୁମ୍ନ କୁଣ୍ଡ ବିଜୟ ରଣା, ଓକିଲ ସବର