Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଜରଡା: ସାମନ୍ତିଆପଲ୍ଲୀ ଠାରେ ଚିକିଟୀ ଜଳସେଚନ ବିଭାଗ ତରଫରୁ କେନାଲ ସଫା ଆରମ୍ଭ।

Jarada, Ganjam | Jul 24, 2025
ସାମନ୍ତିଆପଲ୍ଲୀ ଠାରେ ଚିକିଟୀ ଜଳସେଚନ ବିଭାଗ ତରଫରୁ କେନାଲ ସଫା ଆରମ୍ଭ। ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକ ବାହୁଦା କେନାଲ ଚାଷୀଙ୍କ ଜିବନ ବିନ୍ଧୁ ଅଟେ। ଏହି କେନାଲ ପାଣି ଉପରେ ହଜାର ହଜାର ଚାଷୀ ନିର୍ଭର କରନ୍ତି। ଖରା ଦିନରେ କେନାଲ ଭିତରେ ଘାସ ଓ ଲଟାବୁଦା ରହି କେନାଲରେ ପାଣି ନିସ୍କାସନ ସମ୍ଭବ ନୁହେଁ। ତେଣୁ ଆଗାମୀ ଦିନରେ ହେବାକୁ ଥିବା ଚାଷ କାମକୁ ଦୃଷ୍ଟିରେ ରଖି ବାହୁଦା ଆନିକଟ ଠାରୁ ସାମନ୍ତିଆପଲ୍ଲୀ ପର୍ଯ୍ୟନ୍ତ ବାହୁଦା କେନାଲରେ ଥିବା ଲଟାବୁଦା ଓ ଅଳିଆ ଆବର୍ଜ୍ଜନା ଚିକିଟୀ ଜଳସେଚନ ବିଭାଗ ତରଫରୁ ଆଜି ଅପରାହ୍ନ ସାଢେ ତିନି ଘଣ୍ଟା ସମ