ବାରିପଦା ସଦର: ବାରିପଦା: ନିଖୋଜର ଦିନକ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଶିଶୁକନ୍ୟା, ଅଜଣା ଯୁବକ ଅଟକ
ବାରିପଦା ଯମୁନାଦେଇପୁରରୁ ନିଖୋଜ ହୋଇଥିବା ସାଢ଼େ ୪ ବର୍ଷର ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘର ପଛପଟେ ଶିଶୁକୁ ଛାଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଜଣେ ଯୁବକକୁ କାବୁ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।