ଝାରସୁଗୁଡ଼ାରେ ଅତ୍ୟାଧୁନିକ କାର୍ଡିଆକ୍ କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ରୋଗୀମାନେ ନିଜ ଅଞ୍ଚଳରେ ହିଁ ଉନ୍ନତ ହୃଦ୍ରୋଗ ଚିକିତ୍ସା ପାଇପାରିବେ।