ଝାରସୁଗୁଡା: କିର୍ମିରା ଏକଲବ୍ୟ ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ପାଳିତ, ଉଦ୍ଘାଟିତ ହେଲା 4ଟି ଲାବ୍
ଝାରସୁଗୁଡ଼ା କିର୍ମିରାସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ। ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଓ କମ୍ପ୍ୟୁଟର ବିଜ୍ଞାନ ପାଇଁ ୪ଟି ନୂତନ ଅତ୍ୟାଧୁନିକ ପରୀକ୍ଷାଗାରର ଶୁଭ ଉଦ୍ଘାଟନ କରାଯାଇଛି।