ଝାରସୁଗୁଡା: ଝାରସୁଗୁଡ଼ାରେ ଉଦ୍ଘାଟିତ ହେଲା BMRC କାର୍ଡିଆକ୍ କେୟାର ହସ୍ପିଟାଲ
ଝାରସୁଗୁଡ଼ାରେ ବି ଏମ୍ ଆର ସି କାର୍ଡିଆକ୍ କେୟାର ହସ୍ପିଟାଲର ଶୁଭାରମ୍ଭ ହୋଇଛି । ମନ୍ତ୍ରୀ ସୁରେଶ ପୂଜାରୀ, ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ପ୍ରଦୀପ ପୁରୋହିତ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ହସ୍ପିଟାଲ ଝାରସୁଗୁଡ଼ାବାସୀଙ୍କୁ ନିଜ ଅଞ୍ଚଳରେ ଉନ୍ନତ ହୃଦ୍ରୋଗ ଚିକିତ୍ସା ଯୋଗାଇବାରେ ସହାୟକ ହେବ ।