ଲଖନପୁର: ଝାରସୁଗୁଡ଼ାରେ JSG SMILE କର୍ମଶାଳା ଆୟୋଜିତ: ନୂଆ ପୋର୍ଟାଲର ଶୁଭାରମ୍ଭ
ଝାରସୁଗୁଡ଼ାରେ ଶିଳ୍ପ ବିକାଶ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସୁଯୋଗ ଦେବା ପାଇଁ 'JSG SMILE' କର୍ମଶାଳା ଆୟୋଜିତ। ଏହି ଅବସରରେ ଏକ ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁରେଶ ପୂଜାରୀ ଓ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ।