ବାରିପଦା ସଦର: ମୟୂରଭଞ୍ଜ ପାଇଁ ୟୋଲୋ ୱାର୍ଣ୍ଣିଂ: 30 ଅକ୍ଟୋବର ଯାଏଁ ବର୍ଷା ଓ ବଜ୍ରପାତ ନେଇ ସତର୍କ
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା 30 ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ବର୍ଷା ସହ 30-40 କିମି ବେଗରେ ପବନ ବହିବାର ସମ୍ଭାବନା ଅଛି।