Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଦୁଇ ଯା ଙ୍କ ମଧ୍ଯରେ ଗଣ୍ଡଗଳ, ଜଣେ ଆହତ

Sambalpur M, Sambalpur | Nov 27, 2025
କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଦୁଇ ଯା ଙ୍କ ମଧ୍ଯରେ ଗଣ୍ଡଗଳ, ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 8 ଟା ସମୟରେ ଚନ୍ଦନନଗର ରେ ଦୁଇ ଯାଆ ଙ୍କ ମଧ୍ଯରେ କୌଣସି ଏକ କାରଣକୁ ନେଇ ଗଣ୍ଡଗଳ ହୋଇଥିଲା l ଏଥିରେ ଜଣେ ଆହତ ହୋଇଥିଲେ l ସେପଟେ ଏନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ହୋଇଥିଲା l ଆହତ ମହିଳାଙ୍କୁ ମେଡିକାଲ ଆଣି ଚିକିତ୍ସା କରାଯାଇଛି l ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଦୁଇ ଯା ଙ୍କ ମଧ୍ଯରେ ଗଣ୍ଡଗଳ, ଜଣେ ଆହତ - Sambalpur M News