#ମାଲକାନଗିରି_ମହାବିଦ୍ୟାଳୟରେ_ପୁନଃଗଣତି_ଦାବିରେ_ଧାରଣା ଭୋଟ୍ ପୁନଃଗଣତି ଦାବିରେ ଅଧରାତିରେ ଧାରଣା: ମାଲକାନଗିରି ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ତେଜନା, ବୁଝାସୁଝା କରୁଛି ପୋଲିସ #Malkangiri #CollegeElection #VoteRecount #StudentProtest #OdishaNews #AdarshNewsLive