ବାରିପଦା ସଦର: ମୁଣ୍ଡାରୀ ଭାଷା ପାଇଁ ବିଶାଳ ଜନଆନ୍ଦୋଳନ: ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ
ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ ଓ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା ଦାବିରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକରେ ହେଲା ବିଶାଳ ଜନସମାବେଶ। ୧୦ ହଜାରରୁ ଅଧିକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।