ରାଇରଙ୍ଗପୁୁର: ମୟୂରଭଞ୍ଜ: କବିରାଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଜଣେ ଗିରଫ
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଖେଜୁରୀ ଜଙ୍ଗଲରେ କବିରାଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ତାଣ୍ଡିପାଣି ଗାଁର ଜେନା ନାଏକକୁ ଗିରଫ କଲା ପୋଲିସ। ଅଧିକ ତଦନ୍ତ ଜାରି ରହିଛି।