ଜରଡା: ଜରଡା ପାର୍ଥ ସାରଥୀ କ୍ଷେତ୍ରର ମହତ୍ଵ।
Jarada, Ganjam | Jun 27, 2025 ଜରଡା ପାର୍ଥ ସାରଥୀ କ୍ଷେତ୍ରର ମହତ୍ଵ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ପାର୍ଥ ସାରଥୀ କ୍ଷେତ୍ରର ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଅଛି। ଏହି ମହତ୍ଵ ତଥା ଲୋକଙ୍କ ବିଶ୍ୱାସ ବିଷୟରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ପ୍ରତିକ୍ରିୟା ଆଜି ସକାଳ ସାଢେ ଦଶ ଘଣ୍ଟା ସମୟରେ ମିଳିଛି।