ଲଖନପୁର: ସମ୍ବଲପୁର ଗାନ୍ଧୀ ଛକରେ ସମ୍ପନ୍ନ ହେଲା ନୂଆଁଖାଇ ଭେଟଘାଟ 2026
ସମ୍ବଲପୁର ଗାନ୍ଧୀ ଛକଠାରେ ଆୟୋଜିତ ହୋଇଯାଇଛି ନୂଆଁଖାଇ ଭେଟଘାଟ 2026। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ନୂଆଁଖାଇ ପରିବାରର ପ୍ରୟାସକୁ ପ୍ରଶଂସା କରିଛନ୍ତି। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବରେ ଭାଇଚାରା ଓ ଆତ୍ମୀୟତାର ବାର୍ତ୍ତା ଦେଖିବାକୁ ମିଳିଛି।