ଲଖନପୁର: ବ୍ରଜରାଜନଗର ଓ ବେଲପାହାଡ଼ରେ ଛଠ ପୂଜା ଉତ୍ସବରେ ସାମିଲ ହେଲେ ମାନ୍ୟବର ମନ୍ତ୍ରୀ
ବ୍ରଜରାଜନଗର ଓ ବେଲପାହାଡ଼ରେ ଧୁମ୍ଧାମ୍ରେ ପାଳିତ ହୋଇଛି ମହାପର୍ବ ଛଠ ପୂଜା। ବିଭିନ୍ନ ପୂଜା ଘାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ମନ୍ତ୍ରୀ। ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁଙ୍କ ସହ ସାମିଲ ହୋଇ ଜଣାଇଲେ ଶୁଭେଚ୍ଛା।