ଝାରସୁଗୁଡ଼ା ସରବାହାଲ ଘାଟରେ ସୂର୍ଯ୍ୟଦେବଙ୍କ ଉପାସନା ସହ ପାଳିତ ହେଲା ପବିତ୍ର ଛଟ୍ ପୂଜା। ଭକ୍ତି ଓ ଆସ୍ଥାର ଅନନ୍ୟ ପରିବେଶରେ ମୁଖରିତ ହେଲା ସମଗ୍ର ଅଞ୍ଚଳ। #ChhathPooja #Jharsuguda #OdiaNews