ଲଖନପୁର: ସାମ୍ବାଦିକ ବସନ୍ତ ଜେନାଙ୍କ ସାନଭାଇଙ୍କ ବିୟୋଗରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଶୋକ
ଝାରସୁଗୁଡ଼ାର ବରିଷ୍ଠ ସାମ୍ବାଦିକ ବସନ୍ତ ଜେନାଙ୍କ ସାନଭାଇ ପ୍ରଶାନ୍ତ ଜେନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ସ୍ୱର୍ଗତ ଜେନାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ।