ଲଖନପୁର: ଝାରସୁଗୁଡ଼ା: ଜୟବୁଡ଼ିଆରେ ବେଦାନ୍ତ ଜନଶୁଣାଣିକୁ ବର୍ଜନ କଲେ ଗ୍ରାମବାସୀ
ଝାରସୁଗୁଡ଼ା ଜିଲ୍ଲାର ଜୟବୁଡ଼ିଆ ଗ୍ରାମରେ ବେଦାନ୍ତ କମ୍ପାନୀର ସ୍ୱାର୍ଥକୁ ନେଇ ହୋଇଥିବା ଜନଶୁଣାଣିକୁ ବର୍ଜନ କରିଛନ୍ତି ଗ୍ରାମବାସୀ । ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି ।