ଝାରସୁଗୁଡା: ଜନସେବା ହିଁ ପ୍ରକୃତ ପରିଚୟ, ବାର୍ତ୍ତା ଦେଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜନପ୍ରତିନିଧିମାନଙ୍କ ପାଇଁ ସେବା ଓ ସମର୍ପଣର ବାର୍ତ୍ତା ଦେଇଛନ୍ତି। ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପିତ କରିବା ହିଁ ଜନପ୍ରତିନିଧିଙ୍କ ମୂଳ ଦାୟିତ୍ୱ ବୋଲି ସେ କହିଛନ୍ତି।