ଝାରସୁଗୁଡା: ଝାରସୁଗୁଡ଼ାରେ 5180 ହିତାଧିକାରୀଙ୍କୁ ମିଳିଲା ପେନ୍ସନ୍, ନୂଆ ପୋର୍ଟାଲ ଉଦ୍ଘାଟିତ
ଝାରସୁଗୁଡ଼ାରେ ୫,୧୮୦ ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପ୍ରଦାନର ଶୁଭାରମ୍ଭ। ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ (UPMC) ଉଦ୍ଘାଟନ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଏଣିକି ୬୦ ବର୍ଷ ପୂରଣ ହେଲେ ସହଜରେ ମିଳିବ ପେନ୍ସନ୍।